ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର, ସ୍ୱଚ୍ଛତା ଏବଂ ଜାଗାର ଉଚିତ ବ୍ୟବହାର ସୁବିଧାକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର

ପୋଷ୍ଟ କରାଯିବା ଦିନାଙ୍କ: 11 MAY 2023 4:38PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଯୁକ୍ତିବିଦ୍ୟାର ବର୍ଦ୍ଧିତ ବ୍ୟବହାର, ସ୍ୱଚ୍ଛତା ଏବଂ ଜାଗାର ଉଚିତ ବ୍ୟବହାରର ଲାଭକୁ ସ୍ୱୀକାର କରିଛନ୍ତି

କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

ଚମତ୍କାର! ଏହିପରି ଉଦ୍ୟମରେ ବୈଷୟିକ ଜ୍ଞାନର ବ୍ୟାପକ ବ୍ୟବହାର, ସ୍ୱଚ୍ଛତା ଏବଂ ଜାଗାର ଉତ୍ତମ ଉପଯୋଗର ଲାଭ ରହିଛି

 

 SR


(ରିଲିଜ ଆଡି: 1923389) ପରିଦର୍ଶକ କାଉଣ୍ଟର : 166