ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

କିଙ୍ଗ୍ ଚାର୍ଲ୍ସ ୩ୟ ଏବଂ ରାଣୀ କାମିଲାଙ୍କ ରାଜ୍ୟାଭିଷେକ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 06 MAY 2023 10:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କିଙ୍ଗ୍ ଚାର୍ଲ୍ସ ୩ୟ ଏବଂ ରାଣୀ କାମିଲାଙ୍କୁ ସେମାନଙ୍କ ରାଜ୍ୟାଭିଷେକ ପାଇଁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି:

ରାଜ୍ୟାଭିଷେକ ପାଇଁ କିଙ୍ଗ୍ ଚାର୍ଲ୍ସ ୩ୟ ଏବଂ ରାଣୀ କାମିଲାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଆମେ ନିଶ୍ଚିତ ଯେ ଭାରତ-ବ୍ରିଟେନ ସମ୍ପର୍କ ଆଗାମୀ ବର୍ଷରେ ଆହୁରି ମଜଭୁତ ହେବ

 SR



(Release ID: 1922416) Visitor Counter : 110