ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦୨୩ ଏପ୍ରିଲରେ ରାଏବରେଲିର ମଡର୍ଣ୍ଣ ରେଳ କୋଚ କାରଖାନା ଦ୍ୱାରା ୧୦,୦୦୦ କୋଚ ନିର୍ମାଣର ନୂଆ ରେକର୍ଡକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 05 MAY 2023 8:54PM by PIB Bhubaneswar

ରାଏବରେଲି ମଡର୍ଣ୍ଣ ରେଳ କୋଚ୍ ଫ୍ୟାକ୍ଟ୍ରି ପ୍ରତିଷ୍ଠା ହେବାପରଠାରୁ ୨୦୨୩ ଏପ୍ରିଲରେ ୧୦,୦୦୦ କୋଚ ନିର୍ମାଣ କରିବାର ରେକର୍ଡକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି

ରେଳ ମନ୍ତ୍ରଣାଳୟର ଏକ ଟୁଇଟକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି:

ଚମତ୍କାର! ଏହାମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ଏବଂ ରେଳ କ୍ଷେତ୍ରକୁ ମଜଭୁତ କରିବାର ପ୍ରୟାସର ଏକ ଅଂଶ

 SR


(ରିଲିଜ ଆଡି: 1922202) ପରିଦର୍ଶକ କାଉଣ୍ଟର : 166