ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୬୪ତମ ସ୍ଥାପନା ଦିବସ ଉପଲକ୍ଷେ ସୀମା ସଡ଼କ ସଙ୍ଗଠନ ପ୍ରୋଜେକ୍ଟ ଦନ୍ତକର କାର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 05 MAY 2023 10:41AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୀମା ସଡ଼କ ସଙ୍ଗଠନ(ବିଆରଓ)ର ୬୪ତମ ସ୍ଥାପନା ଦିବସ ଉପଲକ୍ଷେ ପ୍ରୋଜେକ୍ଟ ଦନ୍ତକର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ଭୁଟାନର ଥିମ୍ପୁରେ ଏଣ୍ଡ୍ୟୁରିଂ ଫ୍ରେଣ୍ଡଶିପ୍ ମାଉଣ୍ଟେନ ବାଇକ ଚ୍ୟାଲେଞ୍ଜର ୧୦ମ  ମେଗା ସଂସ୍କରଣ ଆୟୋଜନ ବାବଦରେ ବର୍ଡର ରୋଡ୍ ଅର୍ଗାନାଇଜେଶନର ଏକ ଟୁଇଟକୁ ରିଟୁଇଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି:

‘ପ୍ରଶଂସନୀୟ ପଦକ୍ଷେପ’ । 

 SR


(ରିଲିଜ ଆଡି: 1922198) ପରିଦର୍ଶକ କାଉଣ୍ଟର : 207