ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତର ସାମଗ୍ରିକ କୋଇଲା ଉତ୍ପାଦନରେ ବୃଦ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
04 MAY 2023 4:09PM by PIB Bhubaneshwar
ଭାରତର ସାମଗ୍ରିକ କୋଇଲା ଉତ୍ପାଦନ ୨୦୨୨-୨୩ ଆର୍ଥିକ ବର୍ଷରେ ୮୯୩.୦୮ ମିଲିୟନ ଟନ୍କୁ ବୃଦ୍ଧି ପାଇଛି, ଯାହା କି ୨୦୧୮-୧୯ ଆର୍ଥିକ ବର୍ଷରେ ୭୨୮.୭୩ ମିଲିୟନ ଟନ୍ ତୁଳନାରେ ୨୩% ଅଧିକ ବୋଲି କୋଇଲା ମନ୍ତ୍ରଣାଳୟ ଟୁଇଟ କରିଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଟୁଇଟ୍ କରି କହିଛନ୍ତି:
‘ଏହି କ୍ଷେତ୍ର ତଥା ଭାରତର ସାମଗ୍ରିକ ଅର୍ଥନୈତିକ ପ୍ରଗତି ପାଇଁ ବହୁତ ଭଲ ଖବର’ ।
SR
(ରିଲିଜ ଆଡି: 1921942)
ପରିଦର୍ଶକ କାଉଣ୍ଟର : 147
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam