ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମନ୍ କୀ ବାତର ପ୍ରଶଂସା କରିଥିବାରୁ ବିଲ୍ ଗେଟ୍ସଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 MAY 2023 4:58PM by PIB Bhubaneswar

ମନ୍ କୀ ବାତର ପ୍ରଶଂସା କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଲ୍ ଗେଟ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

‘ମୁଁ ମୋର ବନ୍ଧୁ ବିଲ୍ ଗେଟ୍ସଙ୍କୁ ତାଙ୍କର ପ୍ରଶଂସାର ଶବ୍ଦଗୁଡ଼ିକ ପାଇଁ ଧନ୍ୟବାଦ ଦେଉଛି । ଆମ ଗ୍ରହକୁ ଅଧିକ ଉନ୍ନତ କରିବା ପାଇଁ ଭାରତର ଲୋକଙ୍କ ସାମୂହିକ ଭାବନାକୁ ମନ୍ କୀ ବାତ୍ ପ୍ରତିଫଳିତ କରୁଛି, ଯାହାକୁ ନେଇ ଗେଟ୍ସ ମଧ ଉତ୍ସାହୀ ଅଛନ୍ତି । ବିଏମଜିଏଫଇଣ୍ଡିଆ ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଏସଡିଜି ସହ ମଜଭୁତ ସମ୍ପର୍କକୁ ରେଖାଙ୍କିତ କରୁଛି’ ।

SR


(ରିଲିଜ ଆଡି: 1921164) ପରିଦର୍ଶକ କାଉଣ୍ଟର : 189