ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାତୀୟ ଏମଏସଏମଇ ପୁରସ୍କାର ୨୦୨୩ ପାଇଁ ନାମାଙ୍କନ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
29 APR 2023 8:42AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜାତୀୟ ଏମଏସଏମଇ ପୁରସ୍କାର ୨୦୨୩ ପାଇଁ ପ୍ରତିଯୋଗୀମାନଙ୍କୁ ନାମାଙ୍କନ ଦାଖଲ ପାଇଁ ଆହ୍ୱାନ ଜଣାଇଛନ୍ତି ।
ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ନମସ୍ତେ । ସମ୍ପଦ ସୃଷ୍ଟି ଓ ଆମ ବିକାଶ ଯାତ୍ରାରେ ମୂଲ୍ୟ ସମ୍ବର୍ଦ୍ଧନ କରୁଥିବା ଏମଏସଏମଇ କ୍ଷେତ୍ରର ପ୍ରେରଣାଦାୟୀ ଉଦ୍ୟମ ପାଇଁ ନାମାଙ୍କନ ନିଶ୍ଚିତ କରନ୍ତୁ ।”
SR
(ରିଲିଜ ଆଡି: 1921011)
ପରିଦର୍ଶକ କାଉଣ୍ଟର : 194
ଏହି ରିଲିଜ ପଢନ୍ତୁ :
Tamil
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam