ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ ବୈଜ୍ଞାନିକ ଡ. ଏନ୍ ଗୋପାଳକ୍ରିଷ୍ଣନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକବ୍ୟକ୍ତ

ପୋଷ୍ଟ କରାଯିବା ଦିନାଙ୍କ: 28 APR 2023 10:14AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ବୈଜ୍ଞାନିକ ଡ. ଏନ୍‌.ଗୋପାଳକ୍ରିଷ୍ଣନଙ୍କ ପରଲୋକଙ୍କ ଶୋକବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଡ. ଏନ୍‌. ଗୋପାଳକ୍ରିଷ୍ଣନଙ୍କ ପରଲୋକରେ ଦୁଃଖିତ । ସେ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଥିଲେ । ବିଜ୍ଞାନ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ଯୋଗଦାନ ଉଲ୍ଲେଖନୀୟ । ତାଙ୍କ ସମୃଦ୍ଧ ଅଧ୍ୟାତ୍ମିକ ଜ୍ଞାନ ଏବଂ ଭାରତୀୟ ଦର୍ଶନ ପ୍ରତି ଆଗ୍ରହ ପାଇଁ ତାଙ୍କର ସମ୍ମାନ କରାଯାଉଥିଲା । ତାଙ୍କ ପରିବାରକୁ ସମବେଦନା ଜଣାଉଛି l ଓମ୍ ଶାନ୍ତି’ ।

 

Saddened by the passing away of Dr. N. Gopalakrishnan Ji. He was a multifaceted personality. He made notable contributions to science and academia. He was also respected for his rich spiritual knowledge and interest in Indian philosophy. Condolences to his family. Om Shanti.

— Narendra Modi (@narendramodi) April 28, 2023

SR


(ରିଲିଜ ଆଡି: 1920517) ପରିଦର୍ଶକ କାଉଣ୍ଟର : 148