ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଯକ୍ଷ୍ମା ମୁକ୍ତ ଭାରତ ପାଇଁ ରାଜ୍ୟସଭା ସାଂସଦ ମହାରାଜା ସନଜାଓଆ ଲେଶେମ୍ବାଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 24 APR 2023 6:15PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଯକ୍ଷ୍ମା ମୁକ୍ତ ଭାରତ ପାଇଁ ରାଜ୍ୟସଭା ସାଂସଦ ମହାରାଜା ସନଜାଓଆ ଲେଶେମ୍ବାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ରାଜ୍ୟସଭା ସାଂସଦଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ପ୍ରଶଂସନୀୟ କାର୍ଯ୍ୟ । ଭାରତକୁ ଯକ୍ଷ୍ମା ମୁକ୍ତ କରିବା ଓ ଯକ୍ଷ୍ମା ରୋଗୀଙ୍କ ଦେଖାଶୁଣା ଦାୟିତ୍ୱ ନେବା ପାଇଁ ସାରା ଦେଶରେ ସଚେତନତା ସୃଷ୍ଟି ହୋଇଛି ।

SR


(रिलीज़ आईडी: 1919240) आगंतुक पटल : 119
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam