ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅରୁଣାଚଳ ପ୍ରଦେଶରେ ୨୫୪ଟି ୪ଜି ମୋବାଇଲ ଟାୱାର ସ୍ଥାପନାରେ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 23 APR 2023 9:46AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଅରୁଣାଚଳ ପ୍ରଦେଶରେ ୨୫୪ଟି ୪ଜି ମୋବାଇଲ ଟାୱାର ସ୍ଥାପନାରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଏକ ଟ୍ୱିଟ ଶୃଙ୍ଖଳରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ସୂଚନା ଦେଇଛନ୍ତି, ଅରୁଣାଚଳ ପ୍ରଦେଶରେ ୨୫୪ଟି ୪ଜି ମୋବାଇଲ ଟାୱାର ଲୋକାର୍ପିତ ହୋଇଛି । ୩୩୬ଟି ଆଭ୍ୟନ୍ତରୀଣ ଗାଁକୁ ହାଇସ୍ପିଡ ଇଣ୍ଟରନେଟ ସୁବିଧା ସେଠାକାର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି ।

କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଅରୁଣାଚଳ ପ୍ରଦେଶରେ ଉନ୍ନତ କନେକ୍ଟିଭିଟି ଖୁବ ଭଲ ଖବର ।  

SR


(रिलीज़ आईडी: 1919068) आगंतुक पटल : 136
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada