ପୋଷ୍ଟ କରାଯିବା ଦିନାଙ୍କ:
23 APR 2023 3:42PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପୃଥିବୀ ଦିବସ ଅବସରରେ ଆମ ଗ୍ରହରେ ଜୀବନଯାପନ ଉନ୍ନତ କରିବାରେ ଉଦ୍ୟମରତ ବ୍ୟକ୍ତିବିଶେଷଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ପୃଥିବୀ ଦିବସ ଅବସରରେ ଆମ ଗ୍ରହକୁ ଉନ୍ନତ କରିବା ପାଇଁ ଉଦ୍ୟମରତ ବ୍ୟକ୍ତିବିଶେଷଙ୍କୁ ପ୍ରଶଂସା କରୁଛି । ପ୍ରକୃତି ସହ ସଦ୍ଭାବ ବଜାୟ ରଖିବାକୁ ଆମ ସଂସ୍କୃତି ଅନୁରୂପ ନିରନ୍ତର ବିକାଶ ଆଗେଇ ନେବା ପାଇଁ ଭାରତ ପ୍ରତିବଦ୍ଧ ।”
SR