ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିହାରକୁ ଜାତୀୟ ଗ୍ୟାସ ଗ୍ରୀଡ ସହ ଯୋଡୁଥିବା ବରୌନି-ଗୁଆହାଟୀ ପାଇପଲାଇନର ବିହାର ଅଂଶର କାମ ସମ୍ପୂର୍ଣ୍ଣ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ ପ୍ରଧାନମନ୍ତ୍ରୀ

प्रविष्टि तिथि: 23 APR 2023 3:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅନ୍ତର୍ଗତ ବିହାରକୁ ଜାତୀୟ ଗ୍ୟାସ ଗ୍ରୀଡ ସହ ଯୋଡୁଥିବା ବରୌନି-ଗୁଆହାଟୀ ପାଇପଲାଇନର ବିହାର ଅଂଶର କାମ ସମ୍ପୂର୍ଣ୍ଣ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି;

ଏହା ବିହାର ପ୍ରଗତିକୁ ଆଗେଇ ନେବ ।

SR


(रिलीज़ आईडी: 1918950) आगंतुक पटल : 160
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam