ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜିଇଏମ ପୋର୍ଟାଲ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ପ୍ରବନ୍ଧ ଶେୟାର କଲେ ପ୍ରଧାନମନ୍ତ୍ରୀ
Posted On:
20 APR 2023 6:34PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଭିନ୍ନ ବିଭାଗ ଉପରେ ଗଭର୍ଣ୍ଣମେଣ୍ଟ ଇ-ମାର୍କେଟପ୍ଲେସ (ଜିଇଏମ) ପ୍ଲାଟଫର୍ମର ପ୍ରଭାବ ସମ୍ପର୍କରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ଶେୟାର କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀଙ୍କ ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“କେନ୍ଦ୍ର ମନ୍ତ୍ରୀ ଶ୍ରୀ @PiyushGoyal, @GeM_India ପ୍ଲାଟଫର୍ମ ମାଧ୍ୟମରେ କିପରି ବିଭିନ୍ନ ବିଭାଗର ସଞ୍ଚୟ, ପାରଦର୍ଶିତାକୁ ପ୍ରୋତ୍ସାହନ ମିଳିବା ସହ ବିକ୍ରେତାମାନଙ୍କ ମଧ୍ୟରେ ନିରପେକ୍ଷ ପ୍ରତିଯୋଗିତା ହେଉଛି ବର୍ଣ୍ଣନା କରିଛନ୍ତି ।”
SR
(Release ID: 1918328)
Visitor Counter : 116
Read this release in:
Bengali
,
English
,
Urdu
,
Marathi
,
Hindi
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam