ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ମନ କି ବାତ୍ ଉପରେ ଲିଖିତ ପ୍ରବନ୍ଧକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
17 APR 2023 6:01PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ‘ଆଜ୍ ମନ୍ କି ବାତ୍ ରିଚେସ୍ ୧୦୦, ଇଟ୍ ହାଜ୍ ସ୍ପାର୍କଡ୍ ମାସ୍ ଆକ୍ସନ ଆକ୍ରସ ଦି କଣ୍ଟ୍ରି’ ଶୀର୍ଷକ ପ୍ରବନ୍ଧକୁ ସେୟାର କରିଛନ୍ତି ।
କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଲେଖିଛନ୍ତି ଯେ ମନ କି ବାତ୍ କିପରି ଏହାର ବିଷୟବସ୍ତୁ ତଥା ସମଗ୍ର ଲୋକ ତଥା ସମାଜ ସହ ଯୋଗାଯୋଗର ଅଭିନବ ଉପାୟ ଦୃଷ୍ଟିରୁ ଅନନ୍ୟ?”
HS
(रिलीज़ आईडी: 1917455)
आगंतुक पटल : 156
इस विज्ञप्ति को इन भाषाओं में पढ़ें:
Telugu
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam