ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବନ୍ଦେ ଭାରତ ସମ୍ପର୍କରେ ନାଗରିକଙ୍କ ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 16 APR 2023 8:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ, ବନ୍ଦେ ଭାରତ ଏକ୍ସପ୍ରେସ ଅଭିଜ୍ଞତା ସମ୍ପର୍କରେ ଜଣେ ନାଗରିକଙ୍କ ଭିଡିଓ ଶେୟାର କରିଛନ୍ତି ।

ପତ୍ର ସୂଚନା ବ୍ୟୁରୋ, ରାଜସ୍ଥାନଙ୍କ ହ୍ୟାଣ୍ଡେଲରୁ ବନ୍ଦେ ଭାରତ ସମ୍ପର୍କରେ ଶେୟାର କରାଯାଇଥିବା ଭିଡିଓ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଆରଜେ ସୁଫିଙ୍କ ଦ୍ୱାରା ତାଙ୍କ ବନ୍ଦେ ଭାରତ ଯାତ୍ରାର ଝଲକ ଦେଖି ଖୁସି ଲାଗିଲା ।

 

SR


(रिलीज़ आईडी: 1917140) आगंतुक पटल : 215
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Malayalam