ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପଦ୍ମଶ୍ରୀ ବିଜେତା ଶ୍ରୀ ପ୍ରେମଜିତ ବାରିଆ ପ୍ରଦାନ କରିଥିବା କଳାକୃତି ଶେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 16 APR 2023 8:16PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପଦ୍ମଶ୍ରୀ ବିଜେତା ଶ୍ରୀ ପ୍ରେମଜିତ ବାରିଆ ଜୀ ପ୍ରଦାନ କରିଥିବା ଦିଉର ପ୍ରସିଦ୍ଧ ସ୍ଥାନଗୁଡିକର କଳାକୃତି ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

କିଛି ଦିନ ପୂର୍ବେ ଶ୍ରୀ ପ୍ରେମଜିତ ବାରିଆ ଜୀଙ୍କର କିଛି ଅଭୂତପୂର୍ବ ଚିତ୍ରକଳା ପାଇଥିଲି, ଯାହାଙ୍କୁ ନିକଟରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏଥିରେ ଦିଉର ଦିଉର ପ୍ରସିଦ୍ଧ ସ୍ଥାନଗୁଡିକର କଳାକୃତି ସାମିଲ ଥିଲା । ସେଗୁଡିକୁ ଦେଖନ୍ତୁ ।

ଏଠାରେ ଶ୍ରୀ ପ୍ରେମଜିତ ବାରିଆ ଜୀଙ୍କର ଆଉ କିଛି ଚିତ୍ରକଳା ରହିଛି । ଆଶା କରୁଛି, ଏହି କଳାକୃତି ଆଗାମୀ ଦିନରେ ଆପଣମାନଙ୍କୁ ଦିଉ ଆସିବାକୁ ପ୍ରେରିତ କରିବ ।  

 

SR


(रिलीज़ आईडी: 1917138) आगंतुक पटल : 172
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam