ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମୋଜାମ୍ବିକରେ ମେଡ ଇନ ଇଣ୍ଡିଆ ଟ୍ରେନରେ ଯାତ୍ରା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ
ମେକ ଇନ ଇଣ୍ଡିଆ ଅଭିଯାନର ପ୍ରଗତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
16 APR 2023 8:13PM by PIB Bhubaneshwar
ମେକ ଇନ ଇଣ୍ଡିଆ ଅଭିଯାନର ପ୍ରଗତିରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ, ମୋଜାମ୍ବିକ ପରିବହନ ମନ୍ତ୍ରୀ ମାଉତେସ ମଗାଲାଙ୍କ ସହ ମାପୁଟୋରୁ ମାଚାବା ପର୍ଯ୍ୟନ୍ତ ମେଡ ଇନ ଇଣ୍ଡିଆ ଟ୍ରେନରେ ଯାତ୍ରା ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଏସ ଜୟଶଙ୍କରଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏହା ପ୍ରତ୍ୟେକ ଭାରତୀୟଙ୍କୁ ଖୁସି କରିବ! @makeinindiaର ପ୍ରଗତି ବିଶ୍ୱ ସ୍ତରରେ ଜାରି ରହିବ ।”
SR
(ରିଲିଜ ଆଡି: 1917135)
ପରିଦର୍ଶକ କାଉଣ୍ଟର : 169
ଏହି ରିଲିଜ ପଢନ୍ତୁ :
English
,
Manipuri
,
Gujarati
,
Urdu
,
Marathi
,
हिन्दी
,
Assamese
,
Bengali
,
Punjabi
,
Odia
,
Tamil
,
Telugu
,
Kannada
,
Malayalam