ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କାଶୀ ସମସ୍ତଙ୍କ ପାଇଁ ଅପେକ୍ଷାରତ ଓ ଏଠାକୁ ଯିଏ ଆସନ୍ତି ମନ୍ତ୍ରମୁଗ୍ଧ ହୋଇଯାନ୍ତି: ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
15 APR 2023 10:52PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜଣେ ନାଗରିକଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି ଯେଉଁଥିରେ କାଶୀ ଭ୍ରମଣ କରିବାର ଦଶଟି କାରଣ ଦର୍ଶାଯାଇଥିଲା ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ମୁଁ ଏକମତ, ହେଲେ ମୁଁ ଦଶଟିରୁ ଅଧିକ କାରଣ ଦର୍ଶାଇ ପାରିବି ।
କାଶୀ ସମସ୍ତଙ୍କ ପାଇଁ ଅପେକ୍ଷାରତ ଓ ଏଠାକୁ ଯିଏ ଆସନ୍ତି ମନ୍ତ୍ରମୁଗ୍ଧ ହୋଇଯାନ୍ତି ।”
SR
(ରିଲିଜ ଆଡି: 1916988)
ପରିଦର୍ଶକ କାଉଣ୍ଟର : 136
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam