ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୁମାଲିଗଡ ତୈଳ ବିଶୋଧନାଗାର ସମ୍ପ୍ରସାରଣ ପ୍ରକଳ୍ପ ଅନ୍ତର୍ଗତ ପ୍ରଥମ ବିଶାଳ ଓ ଓଜନିଆ କାର୍ଗୋ ପାଇଁ ସନ୍ତୋଷ ବ୍ୟକ୍ତ କଲେ

प्रविष्टि तिथि: 14 APR 2023 6:29PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ନୁମାଲିଗଡ ତୈଳ ବିଶୋଧନାଗାର ସମ୍ପ୍ରସାରଣ ପ୍ରକଳ୍ପ ଅନ୍ତର୍ଗତ ପ୍ରଥମ ବିଶାଳ ଓ ଓଜନିଆ କାର୍ଗୋ ଭାରତ-ବାଂଲାଦେଶ ପ୍ରୋଟୋକଲ ମାର୍ଗ ଦେଇ ପାଣ୍ଡୁ ମଲ୍ଟିମୋଡାଲ ବନ୍ଦରରେ ପହଞ୍ଚିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ପ୍ରଶଂସନୀୟ କାର୍ଯ୍ୟ ।

 

SR


(रिलीज़ आईडी: 1916639) आगंतुक पटल : 144
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Malayalam