ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ଉଗାଣ୍ଡା ସହ ବନ୍ଧୁତା ବୃଦ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 13 APR 2023 6:11PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଗାଣ୍ଡା ସହ ବନ୍ଧୁତା ସମ୍ପର୍କ ବୃଦ୍ଧିକୁ ପ୍ରଶଂସା କରିଛନ୍ତି ।

ଉଗାଣ୍ଡାରେ ଇଣ୍ଡିଆ ଏକ୍ସିମ ବ୍ୟାଙ୍କ ଅନୁଦାନରେ ସୌର ଶକ୍ତି ପରିଚାଳିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜୟଶଙ୍କରଙ୍କ ଏକ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଉଗାଣ୍ଡା ସହ ବନ୍ଧୁତା ବୃଦ୍ଧି ସହ ଏହି ପ୍ରକଳ୍ପ ନିରନ୍ତର ବିକାଶକୁ ଆଗେଇ ନେବ ।

 

SR



(Release ID: 1916292) Visitor Counter : 100