ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଉ ୭୫ ଦିନରୁ କମ ସମୟ ଥିବାରୁ, ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩କୁ ବେଶ ଉତ୍ସାହର ସହ ପାଳନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
Posted On:
11 APR 2023 3:20PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩ ବେଶ ଉତ୍ସାହର ସହ ପାଳନ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ।
କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩ ଆଉ ୭୫ ଦିନରୁ କମ ସମୟ ଥିବାରୁ ଏହାକୁ ବେଶ ଉତ୍ସାହର ସହ ପାଳନ କରିବା ସହ ନିୟମିତ ଯୋଗାଭ୍ୟାସ ପାଇଁ ଆହ୍ୱାନ ଜଣାଉଛି ।”
SR
(Release ID: 1915572)
Visitor Counter : 136
Read this release in:
Malayalam
,
Punjabi
,
Gujarati
,
Tamil
,
Bengali
,
English
,
Urdu
,
Hindi
,
Marathi
,
Assamese
,
Manipuri
,
Telugu