ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଉରକେଲାରେ ଆଦି ମହୋତ୍ସବ ଉପରେ ଟୁଇଟ୍‌ ଥ୍ରେଡ୍‌ ଶେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 08 APR 2023 11:33AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମ ଜନଜାତି ସମୁଦାୟର ଐତିହ୍ୟ ଏବଂ ସଂସ୍କୃତିକୁ ଭାରତର ଗୌରବ ଭାବେ ଅଭିହିତ କରିଛନ୍ତି ।

ବିଧାୟକ ଶ୍ରୀ ଭବାନୀ ଶଙ୍କର ଭୋଇଙ୍କ ଏକ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରିଛନ୍ତି :

‘‘ଓଡ଼ିଶାର ରାଉରକେଲାରେ ଅନୁଷ୍ଠିତ ହେଉଥିବା ଆଦି ମହୋତ୍ସବ ଉପରେ ଏକ ରୋଚକ ଟୁଇଟ୍‌ ଥ୍ରେଡ୍‌। ଭାରତ ଆମର ଜନଜାତୀୟ ସମୁଦାୟର ଐତିହ୍ୟ ଓ ସଂସ୍କୃତିକୁ ନେଇ ଗର୍ବିତ।’’

**********

P.S.


(ରିଲିଜ ଆଡି: 1914835) ପରିଦର୍ଶକ କାଉଣ୍ଟର : 240