ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନାଗା ସଂସ୍କୃତି ପ୍ରାଣୋଚ୍ଛଳତା, ବୀରତ୍ୱ ଓ ପ୍ରକୃତି ପ୍ରତି ସମ୍ମାନର ଅନ୍ୟ ନାମ: ପ୍ରଧାନମନ୍ତ୍ରୀ
Posted On:
06 APR 2023 10:02PM by PIB Bhubaneshwar
ନାଗାଲାଣ୍ଡ ସରକାରଙ୍କ ପିଏଚଇଡି ଓ ସମବାୟ ମନ୍ତ୍ରୀ ଶ୍ରୀ ଜାକୋବ ଝିମୋମିଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି “ଏକ ଜି୨୦ କାର୍ଯ୍ୟକ୍ରମ ଅବସରରେ ବୈଚିତ୍ର୍ୟମୟ ନାଗା ସଂସ୍କୃତି ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଦର୍ଶିତ ହୋଇଛି । ନାଗା ସଂସ୍କୃତି ପ୍ରାଣୋଚ୍ଛଳତା, ବୀରତ୍ୱ ଓ ପ୍ରକୃତି ପ୍ରତି ସମ୍ମାନର ଅନ୍ୟ ନାମ ।”
ଏକ ଟ୍ୱିଟ ଶୃଙ୍ଖଳରେ ଶ୍ରୀ ଜାକୋବ ଝିମୋମି ଜି୨୦ ପ୍ରତିନିଧି ମଣ୍ଡଳୀକୁ ନାଗାଲାଣ୍ଡର କୋହିମା ଠାରେ ପୂର୍ଣ୍ଣପ୍ରାଣରେ ସ୍ୱାଗତ କରାଯିବା କଥା କହିଛନ୍ତି ।
ସେ କହିଛନ୍ତି ଯେ, ପ୍ରାଣବନ୍ତ ନାଗା ଭାଇ ଓ ଭଉଣୀମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ନାଗା ନୃତ୍ୟ ମାଧ୍ୟମରେ ପ୍ରତିନିଧିମାନଙ୍କୁ ସ୍ୱାଗତ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
SR
(Release ID: 1914460)
Visitor Counter : 123
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam