ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଷ୍ଟାଣ୍ଡ ଅପ୍ ଇଣ୍ଡିଆର ୭ ବର୍ଷ ପୂରଣକୁ ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ
Posted On:
05 APR 2023 1:36PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସସି / ଏସଟି ସମ୍ପ୍ରଦାୟକୁ ସଶକ୍ତିକରଣ ତଥା ମହିଳା ସଶକ୍ତିକରଣକୁ ସୁନିଶ୍ଚିତ କରିବାରେ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ପଦକ୍ଷେପ ଯେଉଁ ଭୂମିକା ଗ୍ରହଣ କରିଛି ତାହାକୁ ପ୍ରଶଂସା କରିଛନ୍ତି । ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଆଜି ୭ ବର୍ଷ ପୂରଣ କରିଛି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଆଜି ଆମେ ଷ୍ଟାଣ୍ଡ ଅପ୍ ଇଣ୍ଡିଆର ସାତ ବର୍ଷ ପୂରଣ କରିଛୁ ଏବଂ ଏସସି / ଏସଟି ସମ୍ପ୍ରଦାୟକୁ ସଶକ୍ତିକରଣ ତଥା ମହିଳା ସଶକ୍ତିକରଣ ସୁନିଶ୍ଚିତ କରିବାରେ ପଦକ୍ଷେପ ଗ୍ରହଣ କ୍ଷେତ୍ରରେ ଏହାର ଭୂମିକାକୁ ସ୍ୱୀକାର କରୁଛୁ । ଏହା ମଧ୍ୟ ଆମ ଲୋକମାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇ ଔଦ୍ୟୋଗିକ ଆବେଗକୁ ବଢାଇ ଦେଇଛି ।”
HS
(Release ID: 1913902)
Visitor Counter : 182
Read this release in:
English
,
Urdu
,
Hindi
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam