ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦୨୨-୨୩ରେ ଜିଇଏମ ସମୁଦାୟ ବାଣିଜ୍ୟ ମୂଲ୍ୟ ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 31 MAR 2023 5:26PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ୨୦୨୨-୨୩ରେ ଜିଇଏମ ସମୁଦାୟ ବାଣିଜ୍ୟ ମୂଲ୍ୟ ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ବହୁତ ବଢିଆ! @GeM_India ଆମକୁ ଦେଶବାସୀଙ୍କ ଶକ୍ତି ଓ ଉଦ୍ୟମର ଝଲକ ପ୍ରଦାନ କରୁଛି । ବହୁ ନାଗରିକଙ୍କ ପାଇଁ ଏହା ସମୃଦ୍ଧି ଓ ଉନ୍ନତ ବଜାର ସୁନିଶ୍ଚିତ କରିଛି ।   

 

SR


(रिलीज़ आईडी: 1912724) आगंतुक पटल : 139
इस विज्ञप्ति को इन भाषाओं में पढ़ें: Malayalam , Marathi , Kannada , Bengali , English , Urdu , हिन्दी , Assamese , Manipuri , Punjabi , Gujarati , Tamil , Telugu