ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସ୍ଥାନାନ୍ତରିତ ଚିତାଗୁଡିକ ମଧ୍ୟରୁ ଗୋଟିଏ ଚିତା ବାଘ ଚାରିଟି ଶାବକଙ୍କୁ ଜନ୍ମ ଦେଇଥିବାରୁ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Posted On: 29 MAR 2023 4:13PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସେପ୍ଟେମ୍ବର ୧୭ ୨୦୨୨ରେ ଭାରତକୁ ସ୍ଥାନାନ୍ତରିତ ହୋଇଥିବା ଚିତାଗୁଡିକ ମଧ୍ୟରୁ ଗୋଟିଏ ଚିତା ବାଘ ଚାରିଟି ଶାବକଙ୍କୁ ଜନ୍ମ ଦେଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଚମତ୍କାର ଖବର ।” 

 

SR



(Release ID: 1912074) Visitor Counter : 109