ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏଲଭିଏମ୍‍୩ ର ସଫଳ ଉତକ୍ଷେପଣ ପାଇଁ ପ୍ରଧାନମନ୍ତ୍ରୀ ଏନଏଚଆଇଏଲ, ଇନ୍‍-ସ୍ପେଶ୍‍ ଏବଂ ଇସ୍ରୋ କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 26 MAR 2023 7:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଲଭିଏମ୍‍୩ ସଫଳ ଉତକ୍ଷେପଣ ପାଇଁ ଏନଏସଆଇଏଲ, ଇନ୍‍-ସ୍ପେଶ୍‍ ଏବଂ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି

ୱାନ ୱେବ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଏନଏସଆଇଏଲ୍‍ ଇଣ୍ଡିଆ, ଇନସ୍ପେଶଇଣ୍ଡିଆ, ଇସ୍ରୋକୁ କୁ ୩୬ ୱାନୱେବ ଉପଗ୍ରହ ସହିତ ଏଲଭିଏମ୍‍୩ ଆଉ ଏକ ସଫଳ ଉତକ୍ଷେପଣ ପାଇଁ ଅଭିନନ୍ଦନ ଏହା ଆତ୍ମନିର୍ଭରତାର ପ୍ରକୃତ ଆବଗେରେ ବିଶ୍ୱ ବ୍ୟବସାୟିକ ଉତକ୍ଷେପଣ ସେବା ପ୍ରଦାନକାରୀ ଭାବରେ ଭାରତର ଅଗ୍ରଣୀ ଭୂମିକାକୁ ଦୃଢ କରିଛି

HS


(रिलीज़ आईडी: 1911012) आगंतुक पटल : 164
इस विज्ञप्ति को इन भाषाओं में पढ़ें: Marathi , English , Urdu , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam