ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆସାମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ କ୍ୟାବିନେଟ୍ ଦିଲ୍ଲୀର ତିନୋଟି ପ୍ରମୁଖ ସ୍ଥାନ ପରିଦର୍ଶନ କରିଥିବାରୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
Posted On:
20 MAR 2023 8:27AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମ ରାଜ୍ୟପାଳ ଶ୍ରୀ ଗୁଲାବ ଚାନ୍ଦ କାଟାରିଆ, ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ ତାଙ୍କ କ୍ୟାବିନେଟ ସହକର୍ମୀମାନେ ଦିଲ୍ଲୀର ତିନୋଟି ପ୍ରମୁଖ ସ୍ଥାନ - ଜାତୀୟ ଯୁଦ୍ଧ ସ୍ମାରକୀ, ଜାତୀୟ ପୋଲିସ ସ୍ମାରକୀ ଏବଂ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପରିଦର୍ଶନ କରିଥିବାରୁ ପ୍ରଶଂସା କରିଛନ୍ତି ।
ରାଜ୍ୟପାଳଙ୍କ ଟୁଇଟର ଜବାବରେ ଶ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରିଛନ୍ତି:
“ଆସାମ ରାଜ୍ୟପାଳ ଗୁଲାବ କାଟାରିଆ ଜୀ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜୀ ଏବଂ ଆସାମ ସରକାରଙ୍କ ମନ୍ତ୍ରୀଙ୍କ ଦ୍ୱାରା ଦିଲ୍ଲୀର ତିନୋଟି ପ୍ରମୁଖ ସ୍ଥାନ- ଜାତୀୟ ଯୁଦ୍ଧ ସ୍ମାରକୀ, ଜାତୀୟ ପୋଲିସ ସ୍ମାରକୀ ଏବଂ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏକ ସୁନ୍ଦର ବାର୍ତ୍ତା ।
HS
(Release ID: 1908635)
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam