ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପିଏଲ୍‌ଆଇ ଯୋଜନା ଇସ୍ପାତ କ୍ଷେତ୍ରକୁ ସ୍ପଷ୍ଟ ଭାବରେ ସକ୍ରିୟତା ପ୍ରଦାନ କରିଛି ଏବଂ ଆମର ଯୁବକ ଏବଂ ଉଦ୍ୟୋଗୀ ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ : ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 18 MAR 2023 7:32AM by PIB Bhubaneswar

ଆତ୍ମନିର୍ଭରତା ହାସଲ କରିବା ପାଇଁ ଇସ୍ପାତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପିଏଲଆଇ ଯୋଜନା ଏହି କ୍ଷେତ୍ରକୁ ସ୍ପଷ୍ଟ ଭାବରେ ଶକ୍ତି ପ୍ରଦାନ କରିଛି ଏବଂ ଆମର ଯୁବକ ଏବଂ ଉଦ୍ୟୋଗୀ ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ।

କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦ୍ୱାରା କରାଯାଇଥିବା ଏକ ଟ୍ୱିଟ୍‌କୁ କରି ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ, ଇସ୍ପାତ ମନ୍ତ୍ରଣାଳୟ ଦ୍ୱାରା ୨୭ ଟି କମ୍ପାନୀ ସହିତ ୫୭ ଟି ଏମଓୟୁ ସ୍ୱାକ୍ଷର କରିବା ପାଇଁ ଏମଓୟୁ  ସାକ୍ଷର ସମାରୋହ ଆୟୋଜନ କରାଯାଇଛି ।

ଆତ୍ମନିର୍ଭରତା ହାସଲ କରିବା ପାଇଁ ଇସ୍ପାତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପିଏଲ୍‌ଆଇ ଯୋଜନା ଏହି କ୍ଷେତ୍ରକୁ ସ୍ପଷ୍ଟ ଭାବରେ ସକ୍ରିୟତା ପ୍ରଦାନ କରିଛି ଏବଂ ଆମର ଯୁବକ ଏବଂ ଉଦ୍ୟୋଗୀ ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ । ”

***

SSP


(ରିଲିଜ ଆଡି: 1908249) ପରିଦର୍ଶକ କାଉଣ୍ଟର : 165