ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମେଘାଳୟକୁ ପ୍ରଥମ ଥର ପାଇଁ ବିଦ୍ୟୁତ୍ ଚାଳିତ ଟ୍ରେନ୍ ମିଳିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି

प्रविष्टि तिथि: 18 MAR 2023 7:29AM by PIB Bhubaneshwar

ଭାରତୀୟ ରେଳବାଇ ଅଭୟପୁରୀ - ପଂଚରତ୍ନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ବିଦ୍ୟୁତିକରଣ ସମାପ୍ତ କରିବା ପରେ ମେଘାଳୟ ପ୍ରଥମ ଥର ପାଇଁ ବିଦ୍ୟୁତ ଚାଳିତ ଟ୍ରେନ୍ ପାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି; ଦୁଧନାଇ - ମେଣ୍ଡିପଥର ।

ପିଆଇବି ମେଘାଳୟର ଏକ ଟ୍ୱିଟ୍‌କୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ;

ମେଘାଳୟ ଏବଂ ଉତ୍ତର ପୂର୍ବ ଅଂଚଳର ସଂଯୋଗକୁ ଆଗକୁ ବଢ଼ାଇବା ପାଇଁ ବହୁତ ଭଲ ଖବର । ”

***

SSP


(रिलीज़ आईडी: 1908247) आगंतुक पटल : 177
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Malayalam