ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବାତ୍ୟା ଫ୍ରେଡି ଯୋଗୁଁ ମାଲାୱି, ମୋଜାମ୍ବିକ ଓ ମାଡାଗାସ୍କାରରେ ହୋଇଥିବା ପ୍ରାଣହାନୀରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ
प्रविष्टि तिथि:
16 MAR 2023 6:33PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ଫ୍ରେଡି ଯୋଗୁଁ ମାଲାୱି, ମୋଜାମ୍ବିକ ଓ ମାଡାଗାସ୍କାରରେ ହୋଇଥିବା ପ୍ରାଣହାନୀ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବାତ୍ୟା ଫ୍ରେଡି ଯୋଗୁଁ ମାଲାୱି, ମୋଜାମ୍ବିକ ଓ ମାଡାଗାସ୍କାରରେ ହୋଇଥିବା କ୍ଷୟକ୍ଷତିରେ ଦୁଃଖିତ । ରାଷ୍ଟ୍ରପତି @LAZARUSCHAKWERA, ରାଷ୍ଟ୍ରପତି ଫିଲିପ ନ୍ୟୁସି ଓ ରାଷ୍ଟ୍ରପତି @SE_Rajoelina, ଶୋକସନ୍ତପ୍ତ ପରିବାର ଓ ବାତ୍ୟା ପ୍ରଭାବିତମାନଙ୍କୁ ସମବେଦନା । ଏହି ଦୁଃଖଦ ମୁହୂର୍ତ୍ତରେ ଭାରତ ଆପଣଙ୍କ ସହିତ ରହିଛି ।”
SR
(रिलीज़ आईडी: 1907696)
आगंतुक पटल : 124
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam