ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାପୁ ଓ ଦାଣ୍ଡି ଯାତ୍ରାରେ ଭାଗ ନେଇଥିବା ଅନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

Posted On: 12 MAR 2023 6:19PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାପୁ ଓ ଦାଣ୍ଡି ଯାତ୍ରାରେ ଭାଗ ନେଇଥିବା ଅନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ବାପୁ ଓ ଦାଣ୍ଡି ଯାତ୍ରାରେ ଭାଗ ନେଇଥିବା ଅନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆମ ଦେଶର ଇତିହାସର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ । ବିଭିନ୍ନ ପ୍ରକାରର ଅନ୍ୟାୟ ବିରୋଧରେ ଏକ ଦୃଢ ପ୍ରତିବାଦ ଭାବେ ସ୍ମରଣୀୟ ରହିବ ।   

 

SR



(Release ID: 1906163) Visitor Counter : 103