ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଶିଷ୍ଟ ଫିଲ୍ମ ଅଭିନେତା ଶ୍ରୀ ସତୀଶ କୌଶିକଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
09 MAR 2023 12:46PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଫିଲ୍ମ ଅଭିନେତା ଶ୍ରୀ ସତୀଶ କୌଶିକଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବିଶିଷ୍ଟ ଫିଲ୍ମ ଅଭିନେତା ଶ୍ରୀ ସତୀଶ କୌଶିକ ଜୀଙ୍କ ଅସମୟ ବିୟୋଗରେ ମର୍ମାହତ । ସେ ଜଣେ ସୃଜନଶୀଳ ପ୍ରତିଭା ଥିଲେ, ଯିଏ ନିଜ ଚମତ୍କାର ଅଭିନୟ ଓ ନିର୍ଦ୍ଦେଶନା ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଥିଲେ । ତାଙ୍କ ଫିଲ୍ମଗୁଡିକ ଦର୍ଶକମାନଙ୍କ ମନୋରଞ୍ଜନ କରି ଚାଲିଥିବ । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା । ଓମ ଶାନ୍ତି ।”
SR
(ରିଲିଜ ଆଡି: 1905371)
ପରିଦର୍ଶକ କାଉଣ୍ଟର : 127
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam