ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ ଏଏମ ଅହମଦୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 04 MAR 2023 8:55AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ ଏଏମ ଅହମଦୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ ଏଏମ ଅହମଦୀ ଜୀଙ୍କ ବିୟୋଗରେ ଦୁଃଖିତ । ଜଣେ ଅଧିବକ୍ତା ଏବଂ ନ୍ୟାୟାଧୀଶ ଭାବେ ତାଙ୍କ କ୍ୟାରିୟର ବେଶ ନିଆରା ଥିଲା । ଆମ ନ୍ୟାୟପାଳିକାକୁ ଅଧିକ ପ୍ରଭାବଶାଳୀ କରିବାରେ ତାଙ୍କ ଅବଦାନ ଉଲ୍ଲେଖନୀୟ ଥିଲା । ତାଙ୍କ ପରିବାର ପ୍ରତି ସମବେଦନା । ତାଙ୍କ ଆତ୍ମାର ସଦଗତି ହେଉ ।      

 

SR


(रिलीज़ आईडी: 1904099) आगंतुक पटल : 221
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Malayalam