ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମ ଚାଷୀଙ୍କ ଜୀବନରେ ଦୀର୍ଘକାଳୀନ ପରିବର୍ତ୍ତନ ଆଣିବା ପାଇଁ ଜାରି ବିବିଧ ଉଦ୍ୟମର ଅଂଶ ନାନୋ ୟୁରିଆ: ପ୍ରଧାନମନ୍ତ୍ରୀ

प्रविष्टि तिथि: 03 MAR 2023 6:15PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଭାରତୀୟ ଚାଷୀଙ୍କ ଜୀବନରେ ଦୀର୍ଘକାଳୀନ ସକାରାତ୍ମକ ପରିବର୍ତ୍ତନ ଆଣିଥିବା ନାନୋ ୟୁରିଆର ଲାଭଗୁଡିକର ପ୍ରଶଂସା କରିଛନ୍ତି ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ସୁଶ୍ରୀ ଶୋଭା କରଣ୍ଡଲାଜେଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଏହା ଆମ ଚାଷୀଙ୍କ ଜୀବନରେ ଦୀର୍ଘକାଳୀନ ପରିବର୍ତ୍ତନ ଆଣିବା ପାଇଁ ବିବିଧ ଉଦ୍ୟମର ଏକ ଅଂଶ ।

 

SR


(रिलीज़ आईडी: 1904095) आगंतुक पटल : 140
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam