ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନାଇଜେରିଆ ରାଷ୍ଟ୍ରପତି ନିର୍ବାଚନ ବିଜେତା ମହାମହିମ ଶ୍ରୀ ବୋଲା ଅହମଦ ତିନୁବୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 03 MAR 2023 3:32PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ନାଇଜେରିଆ ରାଷ୍ଟ୍ରପତି ନିର୍ବାଚନ ବିଜେତା ମହାମହିମ ଶ୍ରୀ ବୋଲା ଅହମଦ ତିନୁବୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।  

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ରାଷ୍ଟ୍ରପତି ନିର୍ବାଚନ ଜିତିଥିବାରୁ ମହାମହିମ ଶ୍ରୀ ବୋଲା ଅହମଦ ତିନୁବୁଙ୍କୁ ଅଭିନନ୍ଦନ ଜଣାଉଛି । ଆପଣଙ୍କ ନେତୃତ୍ୱରେ ଭାରତ-ନାଇଜେରିଆ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ କରିବା ପାଇଁ ଆଗ୍ରହୀ ।”

 

SR


(रिलीज़ आईडी: 1904073) आगंतुक पटल : 185
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Malayalam