ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୩୦ ଟି ଅବ୍ୟବହୃତ ବନ୍ଧ୍ୟା ଜମିକୁ ସୁନ୍ଦର ଇକୋ-ଟୁରିଜିମ୍ ଗନ୍ତବ୍ୟସ୍ଥଳରେ ପରିଣତ କରିବାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 22 FEB 2023 12:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଲ ଇଣ୍ଡିଆ ଦଳକୁ ୧୬୧୦ହେକ୍ଟର ପରିମିତ ୩୦ ଟି ଅବ୍ୟବହୃତ ବନ୍ଧ୍ୟା ଜମିକୁ ଏକ ସୁନ୍ଦର ଇକୋ-ଟୁରିଜିମ୍ ଗନ୍ତବ୍ୟସ୍ଥଳରେ ପରିଣତ କରିବା ପ୍ରୟାସକୁ ପ୍ରଶଂସା କରିଛନ୍ତି, ଯାହା କେବଳ ଲୋକମାନଙ୍କ ଦ୍ୱାରା ନୁହେଁ ବରଂ ପର୍ଯ୍ୟଟକମାନେ ମଧ୍ୟ ପରିଦର୍ଶନ କରୁଛନ୍ତି

କେନ୍ଦ୍ର ରେଳବାଇ, କୋଇଲା ଏବଂ ଖଣି ବିଭାଗର ରାଷ୍ଟ୍ର ମନ୍ତ୍ରୀ ରାଓସାହେବ ପାଟିଲ ଡାନଭେଙ୍କ ଏକ ଟୁଇଟ୍ ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ନିରନ୍ତର ଅଭିବୃଦ୍ଧି ଏବଂ ଇକୋ-ଟୁରିଜିମ୍ ପାଇଁ ପ୍ରଶଂସନୀୟ ପ୍ରୟାସ

HS


(रिलीज़ आईडी: 1901529) आगंतुक पटल : 119
इस विज्ञप्ति को इन भाषाओं में पढ़ें: Malayalam , Kannada , English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu