ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୂର୍ବତନ ରାଜ୍ୟପାଳ ଶ୍ରୀ ଓପି କୋହଲିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
प्रविष्टि तिथि:
21 FEB 2023 10:06AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ରାଜ୍ୟପାଳ ଶ୍ରୀ ଓପି କୋହଲିଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଶ୍ରୀ ଓପି କୋହଲି ଜୀଙ୍କ ବିୟୋଗରେ ଦୁଃଖିତ । ଦିଲ୍ଲୀରେ ଆମ ଦଳକୁ ମଜବୁତ କରିବାରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ । ସାଂସଦ ଓ ରାଜ୍ୟପାଳ ଭାବେ ଲୋକକଲ୍ୟାଣ ପ୍ରସଙ୍ଗକୁ ସେ ଗୁରୁତ୍ୱ ଦେଉଥିଲେ । ଶିକ୍ଷା କ୍ଷେତ୍ର ପ୍ରତି ମଧ୍ୟ ସେ ଅନୁରାଗୀ ଥିଲେ । ତାଙ୍କ ପରିବାରକୁ ସମବେଦନା ଜଣାଉଛି । ଓମ ଶାନ୍ତି ।”
SR
(रिलीज़ आईडी: 1900930)
आगंतुक पटल : 152
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam