ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇସଞ୍ଜୀବନୀ ଆପରେ ୧୦ କୋଟି ଟେଲି ପରାମର୍ଶ ପ୍ରଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ଭାରତରେ ମଜବୁତ ସ୍ୱାସ୍ଥ୍ୟ ଇକୋ-ସିଷ୍ଟମ ଗଢିବାରେ ଅଗ୍ରଣୀ ଭୂମିକା ତୁଲାଇଥିବା ଡାକ୍ତରମାନଙ୍କୁ ପ୍ରଶଂସା

प्रविष्टि तिथि: 17 FEB 2023 7:27PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସଞ୍ଜୀବନୀ ଆପରେ ୧୦ କୋଟି ଟେଲିପରାମର୍ଶ ପ୍ରଦାନକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“୧୦,୦୦,୦୦,୦୦୦ ଟେଲି ପରାମର୍ଶ ଏକ ଉଲ୍ଲେଖନୀୟ ସଫଳତା । ଭାରତରେ ମଜବୁତ ସ୍ୱାସ୍ଥ୍ୟ ଇକୋ-ସିଷ୍ଟମ ଗଢିବାରେ ଅଗ୍ରଣୀ ଭୂମିକା ତୁଲାଇଥିବା ଡାକ୍ତରମାନଙ୍କୁ ସାଧୁବାଦ ଜଣାଉଛି ।”

 

SR


(रिलीज़ आईडी: 1900243) आगंतुक पटल : 174
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam