ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଜାତୀୟ ଡାକ ଟିକଟ ପ୍ରଦର୍ଶନୀ ‘ଅମୃତପେକ୍ସ ୨୦୨୩’ରେ ସକ୍ରିୟ ଅଂଶଗ୍ରହଣ ପାଇଁ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 15 FEB 2023 6:55PM by PIB Bhubaneshwar

ଆଜାଦି କା ଅମୃତ ମହୋତ୍ସବ ଅନ୍ତର୍ଗତ ଆୟୋଜିତ ଜାତୀୟ ଡାକ ଟିକଟ ପ୍ରଦର୍ଶନୀ ଅମୃତପେକ୍ସ ୨୦୨୩ରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଡାକ ଟିକଟ ସଂଗ୍ରହ ଓ ପତ୍ର ଲିଖନ ପ୍ରତି ଆଗ୍ରହ ବଢାଇବା ପାଇଁ ଏହା ଭଲ ଉପାୟ ।

ଭାରତୀୟ ଡାକର ଏକ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଡାକ ଟିକଟ ସଂଗ୍ରହ ଓ ପତ୍ର ଲିଖନ ପ୍ରତି ଆଗ୍ରହ ବଢାଇବା ପାଇଁ ଏହା ଭଲ ଉପାୟ । ଆଶା କରୁଛି ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମଗୁଡିକରେ ଭାଗ ନେବେ ।” 

 

SR



(Release ID: 1899603) Visitor Counter : 122