ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନୌସେନା ପାଇଲଟମାନେ ଆଇଏନଏସ ବିକ୍ରାନ୍ତରେ ଏଲସିଏ (ନୌସେନା)କୁ ଲ୍ୟାଣ୍ଡିଂ କଲେ
ଆତ୍ମନିର୍ଭରତା ଦିଗରେ ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
08 FEB 2023 10:00AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ନୌସେନା ପାଇଲଟମାନେ ଆଇଏନଏସ ବିକ୍ରାନ୍ତରେ ଏଲସିଏ (ନୌସେନା)କୁ ଲ୍ୟାଣ୍ଡିଂ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।
ନୌସେନା ମୁଖପାତ୍ରଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଚମତ୍କାର! ଆତ୍ମନିର୍ଭରତା ଦିଗରେ ଉଦ୍ୟମ ସମ୍ପୂର୍ଣ୍ଣ ଉତ୍ସାହର ସହ ଜାରି ରହିଛି ।”
SR
(ରିଲିଜ ଆଡି: 1897529)
ପରିଦର୍ଶକ କାଉଣ୍ଟର : 155
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam