ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୧୩ ବର୍ଷୀୟା ମୀନାକ୍ଷୀ କ୍ଷତ୍ରିୟ ନିଜକୁ ନି-କ୍ଷୟ ମିତ୍ର ଭାବେ ପଞ୍ଜିକୃତ କରାଇବା ସହ ନିଜ ସଞ୍ଚୟରୁ ଟିବି ରୋଗୀଙ୍କ ସେବା କରିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 04 FEB 2023 5:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମଧ୍ୟପ୍ରଦେଶର ୧୩ ବର୍ଷୀୟା ମୀନାକ୍ଷୀ କ୍ଷତ୍ରିୟ ନିଜକୁ ନି-କ୍ଷୟ ମିତ୍ର ଭାବେ ପଞ୍ଜିକୃତ କରାଇବା ଓ ନିଜ ସଞ୍ଚୟରୁ ଟିବି ରୋଗୀଙ୍କ ସେବା କରିବା ଭଳି ଉଲ୍ଲେଖନୀୟ ମନୋଭାବକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଉଲ୍ଲେଖନୀୟ ମନୋଭାବ, ଯାହା ଟିବି ମୁକ୍ତ ଭାରତ ହାସଲ ପାଇଁ ହେଉଥିବା ଉଦ୍ୟମକୁ ପ୍ରୋତ୍ସାହିତ କରିବ ।” 

SR



(Release ID: 1896308) Visitor Counter : 143