ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗଣତନ୍ତ୍ର ଦିବସ ସମାରୋହରେ ଗରିମାମୟ ଉପସ୍ଥିତି ପାଇଁ ରାଷ୍ଟ୍ରପତି ଆବଦେଲ ଫତେହ ଅଲ-ସିସିଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 26 JAN 2023 4:11PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଚଳିତ ବର୍ଷର ଗଣତନ୍ତ୍ର ଦିବସ ସମାରୋହରେ ଆରବ ଗଣରାଜ୍ୟ ଇଜିପ୍ଟର ରାଷ୍ଟ୍ରପତି ଆବଦେଲ ଫତେହ ଅଲ-ସିସିଙ୍କ ଗରିମାମୟ ଉପସ୍ଥିତି ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଷ୍ଟ୍ରପତି ସିସି ଭାରତର ୭୪ତମ ଗଣତନ୍ତ୍ର ଦିବସ ସମାରୋହର ମୁଖ୍ୟ ଅତିଥି ଥିଲେ ।  

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଚଳିତ ବର୍ଷର ଗଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତି ଆବଦେଲ ଫତେହ ଅଲ-ସିସିଙ୍କ ଗରିମାମୟ ଉପସ୍ଥିତି ପାଇଁ ତାଙ୍କୁ କୃତଜ୍ଞତା ଜଣାଉଛି । @AlsisiOfficial”    

SR


(रिलीज़ आईडी: 1894015) आगंतुक पटल : 170
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada