ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏଗଜାମ ୱାରିୟର ପୁସ୍ତକରୁ “ୟୋର ଏଗଜାମ, ୟୋର ମେଥଡ୍ସ- ଚୁଜ ୟୋର ଓନ ଷ୍ଟାଇଲ” ଶୀର୍ଷକ ଭାଗ ଶେୟାର କଲେ ପ୍ରଧାନମନ୍ତ୍ରୀ


ସେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପ୍ରସ୍ତୁତି ଶୈଳୀ ଶେୟାର କରିବାକୁ ଆହ୍ୱାନ ଦେଇଛନ୍ତି

प्रविष्टि तिथि: 16 JAN 2023 2:11PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଗଜାମ ୱାରିୟର ପୁସ୍ତକରୁ “ୟୋର ଏଗଜାମ, ୟୋର ମେଥଡ୍ସ- ଚୁଜ ୟୋର ଓନ ଷ୍ଟାଇଲ” ଶୀର୍ଷକ ଭାଗ ଶେୟାର କରିବା ସହ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ କିପରି ପ୍ରସ୍ତୁତ ହେଉଛନ୍ତି ଶେୟାର କରିବାକୁ ଆହ୍ୱାନ ଦେଇଛନ୍ତି ।  

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

#ExamWarriors ପୁସ୍ତକରେ ଗୋଟିଏ ମନ୍ତ୍ର ରହିଛି “ୟୋର ଏଗଜାମ, ୟୋର ମେଥଡ୍ସ- ଚୁଜ ୟୋର ଓନ ଷ୍ଟାଇଲ ।“

 #ParikshaPeCharcha ପାଖେଇ ଆସୁଥିବାରୁ ମୁଁ ନିଜ ପରୀକ୍ଷା ପ୍ରସ୍ତୁତି ଶୈଳୀ ସହ ଏହାସହିତ ଜଡିତ କିଛି ମଜାଦାର ଅଭିଜ୍ଞତା ଶେୟାର କରିବାକୁ ଆପଣମାନଙ୍କୁ ଆହ୍ୱାନ ଜଣାଉଛି । ଏହା ଆମ ଏଗଜାମ ୱାରିୟର୍ସମାନଙ୍କୁ ପ୍ରୋତ୍ସାହିତ କରିବ ।

 

SR


(रिलीज़ आईडी: 1891627) आगंतुक पटल : 163
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam