ପୋଷ୍ଟ କରାଯିବା ଦିନାଙ୍କ:
14 JAN 2023 1:06PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସାଂସଦ ଶ୍ରୀ ସନ୍ତୋଖ ସିଂହ ଚୌଧୁରୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସାଂସଦ ଶ୍ରୀ ସନ୍ତୋଖ ସିଂହ ଚୌଧୁରୀ ଜୀଙ୍କ ବିୟୋଗରେ ଦୁଃଖିତ । ପଞ୍ଜାବବାସୀଙ୍କ ସେବା ପ୍ରୟାସ ପାଇଁ ସେ ସ୍ମରଣୀୟ ରହିବେ । ତାଙ୍କ ପରିବାର ଓ ସମର୍ଥକମାନଙ୍କୁ ସମବେଦନା । ଓମ ଶାନ୍ତି ।”
SR