ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମେକ ଇନ ଇଣ୍ଡିଆ ପଦକ୍ଷେପ ଅଧୀନରେ ଭାରତୀୟ ରେଳପଥ କୋଚ ଉତ୍ପାଦନର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Posted On: 11 JAN 2023 7:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ମେକ ଇନ ଇଣ୍ଡିଆ’ ପଦକ୍ଷେପ ଅଧୀନରେ ଭାରତୀୟ ରେଳପଥ କୋଚ ଉତ୍ପାଦନକୁ ପ୍ରଶଂସା କରିଛନ୍ତି ।

ରେଳ ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ଏକ ଟ୍ୱିଟରେ ପ୍ରତିକ୍ରି୍ରୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି:

‘‘ଉକ୍ରୃଷ୍ଟ ଧାରା, ୧୩୦ କୋଟି ଭାରତୀୟଙ୍କ ଶକ୍ତି ଏବଂ କୌଶଳ ସହିତ ଆତ୍ମନିର୍ଭର ହେବା ପାଇଁ ସଂକଳ୍ପକୁ ଦର୍ଶାଉଛି ।’’

SR



(Release ID: 1890503) Visitor Counter : 87