ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆମ ଦେଶର ସାଂସ୍କୃତିକ ମୂଳଭିତ୍ତି ସହ ଯୋଡ଼ିହେବା ପାଇଁ ‘ଗଙ୍ଗା ବିଳାସ’ ହେଉଛି ଏକ ଅନନ୍ୟ ସୁଯୋଗ: ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
11 JAN 2023 9:29AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବିଶ୍ୱର ଦୀର୍ଘତମ ନଦୀ ବିହାର, ‘ଗଙ୍ଗା ବିଳାସ’ ହେଉଛି ଆମ ସାଂସ୍କୃତିକ ମୂଳଭିତ୍ତି ସହ ଯୋଡ଼ିହେବା ଏବଂ ଭାରତର ବିବିଧତାର ସୁନ୍ଦର ସ୍ୱରୂପ ଆବିଷ୍କାର କରିବା ପାଇଁ ଏକ ଅନନ୍ୟ ସୁଯୋଗ ।
କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଦ୍ୱାରା ହୋଇଥିବା ଏକ ଟ୍ୱିଟରେ ପ୍ରତିକି୍ରୟା ରଖି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି:
‘‘ଆମର ସାଂସ୍କୃତିକ ମୂଳଭିତ୍ତି ସହ ଯୋଡ଼ିହେବା ଏବଂ ଭାରତର ବିବିଧତାର ସୁନ୍ଦର ସ୍ୱରୂପକୁ ଆବିଷ୍କାର କରିବା ପାଇଁ ଏହା ଏକ ଅନନ୍ୟ ସୁଯୋଗ ।’’
SR
(ରିଲିଜ ଆଡି: 1890501)
ପରିଦର୍ଶକ କାଉଣ୍ଟର : 138
ଏହି ରିଲିଜ ପଢନ୍ତୁ :
Bengali
,
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam