ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡକ୍ଟର ତେହେମଟନ୍ ଉଦୱାଡିଆଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
07 JAN 2023 10:00PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡକ୍ଟର ତେହେମଟନ୍ ଉଦୱାଡିଆଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଡକ୍ଟର ତେହେମଟନ୍ ଉଦୱାଡିଆ ଔଷଧ କ୍ଷେତ୍ରରେ ଏକ ଅବିସ୍ମରଣୀୟ ଛାପ ଛାଡିଛନ୍ତି । ତାଙ୍କର ଅଭିନବ ଉତ୍ସାହ ଏବଂ ଚିକିତ୍ସା ପଦ୍ଧତି ସମୟଠାରୁ ଆଗରେ ରହିବାର ଇଚ୍ଛା ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି । ତାଙ୍କର ଦେହାନ୍ତ ହେତୁ ଦୁଃଖିତ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା । ଆରଆଇପି ।”
HS
(ରିଲିଜ ଆଡି: 1889888)
ପରିଦର୍ଶକ କାଉଣ୍ଟର : 113
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam