ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବ୍ରାସିଲିଆର ସରକାରୀ ଅନୁଷ୍ଠାନରେ ଦଙ୍ଗା ଓ ଭଙ୍ଗାରୁଜା ଖବରରେ ଚିନ୍ତା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Posted On: 09 JAN 2023 9:20AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରାସିଲିଆର ସରକାରୀ ଅନୁଷ୍ଠାନରେ ଦଙ୍ଗା ଓ ଭଙ୍ଗାରୁଜା ଖବରରେ ଚିନ୍ତା ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ବ୍ରାସିଲିଆର ସରକାରୀ ଅନୁଷ୍ଠାନଗୁଡିକରେ ଦଙ୍ଗା ଓ ଭଙ୍ଗାରୁଜା ଖବର ଯୋଗୁଁ ଚିନ୍ତିତ । ଗଣତାନ୍ତ୍ରିକ ପରମ୍ପରାକୁ ସମସ୍ତେ ସମ୍ମାନ ପ୍ରଦର୍ଶନ କରିବା ଉଚିତ । ବ୍ରାଜିଲ କର୍ତ୍ତୃପକ୍ଷଙ୍କ ପ୍ରତି ଆମର ସମ୍ପୂର୍ଣ୍ଣ ସମର୍ଥନ ରହିଛି ।”

 

SR



(Release ID: 1889850) Visitor Counter : 123