ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଇନ୍ଦୋର ଠାରେ ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବେ

प्रविष्टि तिथि: 08 JAN 2023 5:22PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବା ପାଇଁ ଆସନ୍ତାକାଲି ଇନ୍ଦୋର ଗସ୍ତ କରିବେ ।

ସେ ଟ୍ୱିଟ କରିଛନ୍ତି;

“ପ୍ରବାସୀ ଭାରତୀୟ ଦିବସ ପାଳନ ପାଇଁ ଆସନ୍ତାକାଲି, ଜାନୁୟାରୀ ୯ରେ ପ୍ରାଣୋଚ୍ଛଳ ସହର ଇନ୍ଦୋରରେ ପହଞ୍ଚିବାକୁ ଉତ୍ସୁକ । ବିଶ୍ୱସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରବାସୀ ଭାରତୀୟ ସମୁଦାୟଙ୍କ ସହ ସମ୍ପର୍କ ଆହୁରି ସୁଦୃଢ କରିବା ପାଇଁ ଏହା ଏକ ବଡ ସୁଯୋଗ ।”

SR


(रिलीज़ आईडी: 1889639) आगंतुक पटल : 184
इस विज्ञप्ति को इन भाषाओं में पढ़ें: English , Urdu , Marathi , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam